ମୋର ସବୁ କବିତା ମୋ ଅନୁଭୂତିର, ମୋ ଅନ୍ତରର, ମୋ ଆବେଗର........... ମୋର ସବୁ କବିତା ମୋ ଅନୁଭୂତିର, ମୋ ଅନ୍ତରର, ମୋ ଆବେଗର...........
ହେ କୃଷ୍ଣ ସେଇ କର୍ମ ରୂପେ ବିରାଜ ମୋ ହୃଦୟେ, ଶୁଣୁଥିବି ବଂଶୀ ସ୍ବନ 'ମୁଁ'କାରର ବିଲୟେ।। ହେ କୃଷ୍ଣ ସେଇ କର୍ମ ରୂପେ ବିରାଜ ମୋ ହୃଦୟେ, ଶୁଣୁଥିବି ବଂଶୀ ସ୍ବନ 'ମୁଁ'କାରର ବିଲୟେ।।
ଫବିତା [୨] ଫବିତା [୨]
ଅନ୍ୟାୟ ବିତ୍ତକୁ ଚାହିଁବୁ ନାହିଁ କର୍ମ କରି ଯିବୁ ଧର୍ମକୁ ଚାହିଁ।୭। ଅନ୍ୟାୟ ବିତ୍ତକୁ ଚାହିଁବୁ ନାହିଁ କର୍ମ କରି ଯିବୁ ଧର୍ମକୁ ଚାହିଁ।୭।
ଅଭିଶାପ ଅଭିଶାପ
ଜଗତ ଜୀବନ କୃଷ୍ଣ ହେ ଜଗତ ଜୀବ ଜଗତ ଜୀବନ କୃଷ୍ଣ ହେ ଜଗତ ଜୀବ